ଚାଷ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଯୁବକଙ୍କ ମୃତ୍ୟୁ

ବାଲିଗୁଡା ୧୨।୮: କନ୍ଧମାଳ ଜିଲ୍ଲା ରାଇକିଆରେ ଅଭାବନୀୟ ଘଟଣା । ଟ୍ରାକ୍ଟର ଓଲଟି ଯୁବକଙ୍କ ମୃତ୍ୟୁ ହୋଇଛି । ଚାଷ ଜମିରେ ଚାଷ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର । ମୃତ ଯୁବକ ହେଲେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ପଞ୍ଚାୟତ ବେଡାଗୁବା ଗାଁର ଅତୁଳ ଦିଗାଲ l ରାଇକିଆ ଥାନା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି । ଏହାସହ ଏକ ମାମଲା ରୁଜୁ କରି ତଦନ୍ତ … Continue reading ଚାଷ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଯୁବକଙ୍କ ମୃତ୍ୟୁ