scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

14/06/2019 at 12:24 PM

ଭଣ୍ଡାରିପୋଖରୀ ୧୪|୬: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭଣ୍ଡାରିପୋଖରୀ ବୋଇତେଇ ସାହି ଦଶନ୍ଧିଗଡିଆରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପବନା ଦଳେଇ । ଗତକାଲି ଶାଢି କିଣାକୁ ନେଇ ପବନା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେଣୁ  ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଭଣ୍ଡାରିପୋଖରି ପୋଲିସ ପହଞ୍ଚି ଛାନଭିନ ଚଳାଇଛି ।

   Related Posts