ପାଣି ଟାଙ୍କିରେ ପଡି ଯୁବକ ମୃତ

Published By : Prameya-News7 Bureau | June 17, 2018 IST

ଭୁବନେଶ୍ୱର ସତ୍ୟ ବିହାର ଅଂଚଳରେ ଜ୍ଞାନଭଞ୍ଜଙ୍କ ଘର ପାଣି ତାଙ୍କୁ ସଫା କରୁଥିବା ବେଳେ ଟାଙ୍କିରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି | ମୃତକ କେନ୍ଦୁଝର ଘସିପୁରାର ଜୟନ୍ତ ମହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.