ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ହାତୀ ଘଉଡାଇବା ହେଲା କାଳ, ଯୁବକଙ୍କୁ ଦଳି ମାରିଦେଲେ ହାତୀ ପଲ

29/11/2019 at 8:26 AM

ସୁନ୍ଦରଗଡ ୨୯।୧୧: ହାତୀ ଘଉଡାଇବା ହେଲା କାଳ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଗୋବିନ୍ଦ ସା ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ସିଆଲଯୋର ଗ୍ରାମରେ ଗତକାଲି ରାତିରେ ହାତୀ ପଲ ପସିଆସିଥିଲେ । ତେବେ ହାତୀ ଘଉଡାଇବାକୁ ଗ୍ରାମବାସୀ ଉଦ୍ୟମ କରିଥିଲେ । ହାତୀ ଘଉଡାଇବା ବେଳେ ଜଣେ ଯୁବକଙ୍କୁ ଦଳି ମାରିଦେଇଛନ୍ତି ହାତୀ ପଲ । ମୃତ ଯୁବକ ହେଲେ ଗୋବିନ୍ଦ ସା । ଏହି ହାତୀ ପଲରେ ୧୧ ଟି ହାତୀ ଥିବା ଜଣାପଡିଛି ।

   Related Posts