oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗିରଫ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ବଚସାକୁ କେନ୍ଦ୍ରକରି ହୋଇଥିଲେ ଗିରଫ

3/07/2019 at 10:50 AM

ଜଗତସିଂହପୁର ୩|୭:  ଜଗତସିଂହପୁରରେ ଗିରଫ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଯୁବକ ନାଉଗାଁ ଥାନା ନୂଆଗାଁର ବନ୍ଧନ ମହାନ୍ତି । ଗତକାଲି ଏକ ବଚସାକୁ କେନ୍ଦ୍ର କରି ବନ୍ଧନକୁ ଗିରଫ କରିଥିଲା ନାଉଗାଁ ପୋଲିସ । ଅସୁସ୍ଥ ହୋଇପଡିବାରୁ ତାଙ୍କୁ ନାଉଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

   Related Posts