ଟ୍ରେନରେ କଟି ଯୁବକ ମୃତ

Published By : Prameya-News7 Bureau | January 06, 2020 IST

ଖୋର୍ଦ୍ଧା ୬/୧: ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ଷ୍ଟେସନଠାରେ ଆଜି ସକାଳେ  ଜଣେ ଯୁବକଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଛି ।

{"id":207589,"sizeSlug":"large"}

ମୃତ ଯୁବକଙ୍କ ନିକଟରେ ଏକ ମୋବାଇଲ ଫୋନ ମଧ୍ୟ ପଡିରହିଛି।ମୃତକ ଜଣକ ହେଉଛନ୍ତି କାଳୁପଡା ଷ୍ଟେସନ ନିକଟ କାଳୁପଡା ବଜାର ହରିବନ୍ଧୁ ସୁଆରଙ୍କ ପୁଅ ନାଲ୍ଲା ସୁଆର ।

{"id":207590,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.