ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଟ୍ରେନରେ କଟି ଯୁବକ ମୃତ

6/01/2020 at 11:14 AM

ଖୋର୍ଦ୍ଧା ୬/୧: ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ଷ୍ଟେସନଠାରେ ଆଜି ସକାଳେ  ଜଣେ ଯୁବକଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଛି ।

ମୃତ ଯୁବକଙ୍କ ନିକଟରେ ଏକ ମୋବାଇଲ ଫୋନ ମଧ୍ୟ ପଡିରହିଛି।ମୃତକ ଜଣକ ହେଉଛନ୍ତି କାଳୁପଡା ଷ୍ଟେସନ ନିକଟ କାଳୁପଡା ବଜାର ହରିବନ୍ଧୁ ସୁଆରଙ୍କ ପୁଅ ନାଲ୍ଲା ସୁଆର ।

   Related Posts