ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
12/06/2018 at 7:16 AM

ମୟୁରଭଞ୍ଜ ଚାନ୍ଦୁଆ ଥାନା ମାଙ୍କଡକେନ୍ଦା ଗାଁରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି … ମୃତକ ଜଣକ ସେହି ଗାଁର ମଙ୍ଗଳ ସିଂଙ୍କ ପୁଅ ତନୁ ସିଂ … ସକାଳେ କିଛି ଗ୍ରାମବାସୀ ତନୁଙ୍କ ରକ୍ତାକ୍ତ ମୃତଦେହ ଘର ପାଖ ଏକ ବିଲରେ ପଡିଥିବା ଦେଖି ଘରଲୋକଙ୍କୁ ଖବର ଦେଇଥିଲେ … ଖବର ପାଇ ଚାନ୍ଦୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି …
Related Posts
୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20 March 2023
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023
ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ
20 March 2023