ବରଯାତ୍ରୀ ଯାଇ ଜୀବନ ଗଲା ; ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 26, 2019 IST

ରାଉରକେଲା ୨୬|୧: ବରଯାତ୍ରୀ ଯାଇ ଜୀବନ ଗଲା । ରାଉରକେଲା ଛେଣ୍ଡ ଧାମରା ସଂଘ ନିକଟ ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସଞ୍ଜୟ ମହାନ୍ତି । ତାଙ୍କ ଘର ସେକ୍ଟର ୭ ଅଞ୍ଚଳରେ । ସଞ୍ଜୟ ଗତକାଲି ଏକ ବାହାଘର ବରଯାତ୍ରୀରେ ଧାମରା ସଂଘ ଯାଇଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଛେଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.