ଅନ୍ଧବିଶ୍ବାସ ! ମାନସିକ ପୂରଣ ପାଇଁ ଘଟଗାଁ ତାରଣୀ ମନ୍ଦିରରେ ଜିଭ କାଟିଦେଲେ ଯୁବକ
19/05/2018 at 12:25 PM

ଅନ୍ଧବିଶ୍ବାସ …ମାନସିକ ପୂରଣ ପାଇଁ ଘଟଗାଁ ତାରଣୀ ମନ୍ଦିରରେ ଜିଭ କାଟିଦେଲେ ଯୁବକ… ଘଟଗାଁ ହସ୍ପିଟାଲରେ ଭର୍ତ୍ତି… ପରିବାର ସହ ତାରିଣୀ ପୀଠ ଆସିଥିଲେ ମରୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗାଁର ଦଶରଥ…