ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ହାତ
15/10/2018 at 11:50 AM

ସାଲେପୁର ୧୫/୧୦ : ସାଲେପୁର କିଶନନଗର ଥାନା ବୋଇଲ ଗାଁରେ ଅଘଟଣ ଘଟିଛି | ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି | ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଅଛନ୍ତି | ବିସ୍ଫୋରଣରେ ଯୁବକଙ୍କ ହାତ ଛିଂଡିଯାଇଥିବା ଜଣାପଡିଛି | ଗୁରୁତର ଯୁବକ ଜଣକ ହେଲେ ଦେବେନ୍ଦ୍ର ସାମଲ | ଗୁରୁତର ଅବସ୍ଥାରେ ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି |
Related Posts
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
29 January 2023