ଯୁବକକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦୁର୍ବୃତ ଫେରାର

Published By : Prameya-News7 Bureau | January 24, 2020 IST

ଭଞ୍ଜନଗର ୨୪।୦୧ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛଇ ଗ୍ରାମ ଛ ରେ ଏକ ଯୁବକ କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦୁର୍ବୁତ ଫେରାର ହୋଇଛି । ଯୁବକଙ୍କ ଶରୀରେ ଅନେକ ଅଂଶ ଜଳିଯାଇଛି।  ଭଞ୍ଜନଗର ପୁଲିସ ଏହି ଘୃଖବର ପାଇାବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":215380,"sizeSlug":"large"}

ସନ୍ତୋଷ ନାୟକ ନାମକ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଡାକିବା ସହ ପେଟ୍ରୋଲା ଢାଳି ଦେଇଥିଲା । ପେଟ୍ରୋଲ ଢାଳିବା ଯୋଗୁଁ ସନ୍ତୋଷ ଶରୀରରେ ନିଆଁ ଲାଗିଯାଇଥିଲା। ସେଠାରୁ ଅନ୍ୟ ଯୁବକ ଫେରାର ହୋଇଯାଇଥିଲା । 

ଗୁରୁତର ଅବସ୍ଥାରେ ସନ୍ତୋଷକୁ ପ୍ରଥମେ ସ୍ଥାନୀୟ ପରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ୍‌କୁ ସ୍ଥାନାନ୍ତାର କରାଯାଇଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.