ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଯୁବକକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦୁର୍ବୃତ ଫେରାର

24/01/2020 at 3:55 PM

ଭଞ୍ଜନଗର ୨୪।୦୧ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛଇ ଗ୍ରାମ ଛ ରେ ଏକ ଯୁବକ କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦୁର୍ବୁତ ଫେରାର ହୋଇଛି । ଯୁବକଙ୍କ ଶରୀରେ ଅନେକ ଅଂଶ ଜଳିଯାଇଛି।  ଭଞ୍ଜନଗର ପୁଲିସ ଏହି ଘୃଖବର ପାଇାବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସନ୍ତୋଷ ନାୟକ ନାମକ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଡାକିବା ସହ ପେଟ୍ରୋଲା ଢାଳି ଦେଇଥିଲା । ପେଟ୍ରୋଲ ଢାଳିବା ଯୋଗୁଁ ସନ୍ତୋଷ ଶରୀରରେ ନିଆଁ ଲାଗିଯାଇଥିଲା। ସେଠାରୁ ଅନ୍ୟ ଯୁବକ ଫେରାର ହୋଇଯାଇଥିଲା । 

ଗୁରୁତର ଅବସ୍ଥାରେ ସନ୍ତୋଷକୁ ପ୍ରଥମେ ସ୍ଥାନୀୟ ପରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ୍‌କୁ ସ୍ଥାନାନ୍ତାର କରାଯାଇଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts