scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋବାଇଲ୍ ଚୋରିକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ, ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

15/08/2023 at 4:17 PM

କଟକ ୧୫।୮: ମୋବାଇଲ ଚୋରିକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଲେ ଲୋକେ । ମାଡ ମାରିବା ପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ସଦର ଥାନା ବମ୍ଫକୁଦ ଇଟାଭାଟିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ କଟକ ସଦର ଥାନା ବମ୍ଫକୁଦ ଇଟାଭାଟିରେ ମୋବାଇଲ ଚୋରିକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଲେ ଲୋକେ । ପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ନିରଞ୍ଜନ ସାହୁ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ କିଛି ଯୁବକଙ୍କୁ ଅଟକ ରଖିଛି ପୋଲିସ ।

You Can Read :

   Related Posts