ମୋବାଇଲ୍ ଚୋରିକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ, ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

Published By : Prameya-News7 Bureau | August 15, 2023 IST

କଟକ ୧୫।୮: ମୋବାଇଲ ଚୋରିକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଲେ ଲୋକେ । ମାଡ ମାରିବା ପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ସଦର ଥାନା ବମ୍ଫକୁଦ ଇଟାଭାଟିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ କଟକ ସଦର ଥାନା ବମ୍ଫକୁଦ ଇଟାଭାଟିରେ ମୋବାଇଲ ଚୋରିକୁ ନେଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଲେ ଲୋକେ । ପରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ନିରଞ୍ଜନ ସାହୁ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ କିଛି ଯୁବକଙ୍କୁ ଅଟକ ରଖିଛି ପୋଲିସ ।

You Can Read :

wp:embed {"url":"https://www.prameyanews7.com/five-students-sick-during-independence-day-parade-in-basudevpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/five-students-sick-during-independence-day-parade-in-basudevpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.