ଭାଇକୁ ହତ୍ୟା କଲା ଭାଇ
10/05/2018 at 6:19 AM

ଭାଇକୁ ଲୁହା ରଡରେ ପିଟି ପଟି ହତ୍ୟା କଲା ସମ୍ପର୍କୀୟ ଭାଇ । ପାଟଣାଗଡ ଥାନା ତାବନାଲ ଗାଁରେ ଅଘଟଣ । ମୃତକ ହେଉଛନ୍ତି ବୁଦ୍ଧଦେବ ପ୍ରଧାନ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପାଟଣାଗଡ ପୋଲିସ ତଦନ୍ତ କରୁଛି । ହତ୍ୟାକାରୀ ଭାଇ ଓ ତାଙ୍କ ପରିବାରକୁ ଅଟକ ରଖିଛି ପୋଲିସ