ଭାଇକୁ ହତ୍ୟା କଲା ଭାଇ

Published By : Prameya-News7 Bureau | May 10, 2018 IST

ଭାଇକୁ ଲୁହା ରଡରେ ପିଟି ପଟି ହତ୍ୟା କଲା ସମ୍ପର୍କୀୟ ଭାଇ । ପାଟଣାଗଡ ଥାନା ତାବନାଲ ଗାଁରେ ଅଘଟଣ । ମୃତକ ହେଉଛନ୍ତି ବୁଦ୍ଧଦେବ ପ୍ରଧାନ । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପାଟଣାଗଡ ପୋଲିସ ତଦନ୍ତ କରୁଛି । ହତ୍ୟାକାରୀ ଭାଇ ଓ ତାଙ୍କ ପରିବାରକୁ ଅଟକ ରଖିଛି ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.