vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଚୋରୀ ଅଭିଯୋଗରେ ଯୁବକକୁ ଗଛରେ ବାନ୍ଧି ନିରଧୂମ ଛେଚିଲେ ଗ୍ରାମବାସ଼ୀ

1/09/2018 at 2:54 PM

ଚାନ୍ଦବାଲି ୧/୯ : ଚାନ୍ଦବାଲି ବ୍ଳକ ଚଢ଼ଦିଆ ପଞ୍ଚାୟତରେ ଚୋରୀ ଅଭିଯୋଗରେ ଜଣେ ଯୁବକକୁ ଗଛରେ ବାନ୍ଧି ନିରଧୂମ ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଛନ୍ତି ଗ୍ରାମବାସୀ । ଅଭିଯୁକ୍ତ ଯୁବକ ଜଣକ ହେଲେ ଉକ୍ତ ଗଁ।ର ମାଙ୍ଗୁଳୀ ମାଝିଙ୍କ ପୁଅ ଜୟୀ ମାଝୀ । ଅଭିଯୁକ୍ତ ଜୟୀ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ ଚୋରୀ କରିବା ସହ ଚିଙ୍ଗୁଡ଼ି ଫାର୍ମରୁ ରିତିମିତ ଚୋରୀ କରି ଲୋକ ମାନଙ୍କ ମଧ୍ୟରେ ଚୋରୀର ଭୟ ବାତାବରଣ ସୃଷ୍ଟି କରି ଚାଲିଥିଲା । ଆଜି ଦୁର୍ଯ୍ୟଧନ ମହାଳିକଙ୍କ ପୋଖରୀରେ ଜାଲ ପକାଇ ମାଛ ଧରୁଥିବା ସମୟରେ ଦୁର୍ଯ୍ୟଧନଙ୍କ ପରିବାର ଲୋକ ରାତିରେ ଅଭିଯୁକ୍ତଙ୍କ ଧରି ଗଛରେ ବାନ୍ଧି ରଖିଥିଲେ । ସକାଳେ ଗ୍ରାମବାସୀ ଏକତ୍ର ହୋଇ ଅଭିଯୁକ୍ତକୁ ମାଡ଼ ମାରିବା ସହ ଚୋରୀରେ ବ୍ୟବହାର ଜାଲ ଓ ମଟର ସାଇକେଲକୁ ଅଟକ ରଖିଛନ୍ତି । ଚୋରୀ କରୁଥିବା ଅନ୍ୟ ୪ଅଭିଯୁକ୍ତ ଫେରାଇ ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।

   Related Posts