ନାବାଳିକା ପ୍ରେମିକାକୁ ହତ୍ୟା : ପ୍ରେମିକ ଗିରଫ, ସିନ୍ ରିକ୍ରିଏସନ୍ କଲା ପୋଲିସ

ଉମରକୋଟ ୯।୯: ପ୍ରଥମେ ପ୍ରେମ ତା ପରେ ପ୍ରତାରଣା, ଶେଷରେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଗ୍ରାମରେ । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଟୁଗାଁ ଜଣେ ନାବାଳିକା ଗତ ଅଗଷ୍ଟ ୩୧ ତାରିଖ ରାତିରୁ ଘରୁ ବାହାରି ନିଖୋଜ ହୋଇଥିଲା । ତାଙ୍କ ମୃତଦେହ ସେପ୍ଟେମ୍ବର ୧ ତାରିଖ ଦିନ ଏକ ଜମି ମଧ୍ୟରେ ଥିବା କୂଅରୁ ଉଦ୍ଧାର ହୋଇଥିଲା … Continue reading ନାବାଳିକା ପ୍ରେମିକାକୁ ହତ୍ୟା : ପ୍ରେମିକ ଗିରଫ, ସିନ୍ ରିକ୍ରିଏସନ୍ କଲା ପୋଲିସ