AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ

1/12/2020 at 2:44 PM

ସାନଖେମୁଣ୍ଡି ୧।୧୨: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଦ୍ଵାରା ଜଣେ ଯୁବକ ଗିରଫ । ଦାଦା ବଟି ମାଗିବା ଅଭିଯୋଗରେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଯୁବକଠାରୁ ପୋଲିସ ଏକ ମୋଟରସାକେଲ, ଏକ ମାଉଜର ଓ ୫ଟି ଅଫୁଟା ଗୁଳି ଜବତ କରିଛି ।

ଗିରଫ ଯୁବକ ଜଣକ ମୁକେଶ ପ୍ରଧାନ ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ସାହୁ ସୂଚନା ଦେଇଛନ୍ତି ।

   Related Posts