oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଅଙ୍ଗନଓ୍ବାଡି ଛତୁଆ ବିକ୍ରି ବେଳେ ଧରାପଡିଲେ ଯୁବକ, ପୋଲିସ ଜିମା ଦେଲେ ଗ୍ରାମବାସୀ

18/06/2019 at 8:33 AM

ସାଲେପୁର ୧୮|୬: ସାଲେପୁର ବ୍ଲକ୍ ନଈଗୁଆଁ ପଞ୍ଚାୟତର ନଈଗୁଆଁ ୬ନମ୍ବର ଓ୍ବାର୍ଡର ଅଙ୍ଗନଓ୍ବାଡି କେନ୍ଦ୍ରରୁ ରାତିରେ ଛତୁଆ ବିକ୍ରି ହେଉଥିବା ବେଳେ ଗ୍ରାମବାସୀମାନେ ଜବତ କରିଛନ୍ତି । ସେଠାରୁ ଜଣେ ଯୁବକଙ୍କୁ ଧରିଥିବା ବେଳେ କୌଶଳକ୍ରମେ ଅଙ୍ଗନଓ୍ବାଡି ଦିଦି ସେଠାରୁ ଖସିଯାଇଛନ୍ତି । ଧରାପଡିଥିବା ଯୁବକ ଜଣକ ହେଲେ ମହନାପୁର ଅଞ୍ଚଳର ସରୋଜ ମିଶ୍ର । ସରୋଜକୁ ଗାଁ ଲୋକେ ଅଟକ ରଖି ଛତୁଆ ସହିତ ସାଲେପୁର ପୋଲିସ ଜିମା ଦେଇଛନ୍ତି ।

   Related Posts