ଅଙ୍ଗନଓ୍ବାଡି ଛତୁଆ ବିକ୍ରି ବେଳେ ଧରାପଡିଲେ ଯୁବକ, ପୋଲିସ ଜିମା ଦେଲେ ଗ୍ରାମବାସୀ
18/06/2019 at 8:33 AM

ସାଲେପୁର ୧୮|୬: ସାଲେପୁର ବ୍ଲକ୍ ନଈଗୁଆଁ ପଞ୍ଚାୟତର ନଈଗୁଆଁ ୬ନମ୍ବର ଓ୍ବାର୍ଡର ଅଙ୍ଗନଓ୍ବାଡି କେନ୍ଦ୍ରରୁ ରାତିରେ ଛତୁଆ ବିକ୍ରି ହେଉଥିବା ବେଳେ ଗ୍ରାମବାସୀମାନେ ଜବତ କରିଛନ୍ତି । ସେଠାରୁ ଜଣେ ଯୁବକଙ୍କୁ ଧରିଥିବା ବେଳେ କୌଶଳକ୍ରମେ ଅଙ୍ଗନଓ୍ବାଡି ଦିଦି ସେଠାରୁ ଖସିଯାଇଛନ୍ତି । ଧରାପଡିଥିବା ଯୁବକ ଜଣକ ହେଲେ ମହନାପୁର ଅଞ୍ଚଳର ସରୋଜ ମିଶ୍ର । ସରୋଜକୁ ଗାଁ ଲୋକେ ଅଟକ ରଖି ଛତୁଆ ସହିତ ସାଲେପୁର ପୋଲିସ ଜିମା ଦେଇଛନ୍ତି ।
Related Posts
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
25 September 2023
ତୁଟୁନି ବର୍ଷା-ଅନୁଭବ ଅଡ଼ୁଆ, ପ୍ରଥମ ଦିନ ସରିଲା ଷ୍ଟାର ଦମ୍ପତିଙ୍କ କାଉନସେଲିଂ
25 September 2023
ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି
25 September 2023
ଲଘୁଚାପ ଜନିତ ଲଗାଣ ବର୍ଷା : ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ
25 September 2023