ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପାରିବାରିକ କଳହର କରୁଣ ପରିଣତି, ସାନଭାଇର କୋଦାଳ ମାଡ଼ରେ ବଡ଼ ଭାଇର ମୃତ୍ୟୁ

2/10/2022 at 6:47 PM

ଯାଜପୁର, ୦୨/୧୦: ପାରିବାରିକ କଳହର କରୁଣ ପରିଣତି । ସାନଭାଇ ମାଡ଼ରେ ବଡ଼ଭାଇର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁଁ ପଂଚାୟତ ମଲିପୁରରେ ଘଟିଛି । ଗାଁର ପର୍ଶୁରାମ ଧଳଙ୍କ ପୁଅ ସଂଗ୍ରାମ ଧଳଙ୍କୁ ତାଙ୍କ ସାନ ଭାଇ ଭବାନୀ ଶଙ୍କର ଧଳ କୋଦାଳ ବେଣ୍ଟରେ ପିଟିବାରୁ ବଡ଼ଭାଇର ମୃତ୍ୟୁ ହୋଇଛି ।

   Related Posts