ପାରିବାରିକ କଳହର କରୁଣ ପରିଣତି, ସାନଭାଇର କୋଦାଳ ମାଡ଼ରେ ବଡ଼ ଭାଇର ମୃତ୍ୟୁ

Published By : Prameya-News7 Bureau | October 02, 2022 IST

ଯାଜପୁର, ୦୨/୧୦: ପାରିବାରିକ କଳହର କରୁଣ ପରିଣତି । ସାନଭାଇ ମାଡ଼ରେ ବଡ଼ଭାଇର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁଁ ପଂଚାୟତ ମଲିପୁରରେ ଘଟିଛି । ଗାଁର ପର୍ଶୁରାମ ଧଳଙ୍କ ପୁଅ ସଂଗ୍ରାମ ଧଳଙ୍କୁ ତାଙ୍କ ସାନ ଭାଇ ଭବାନୀ ଶଙ୍କର ଧଳ କୋଦାଳ ବେଣ୍ଟରେ ପିଟିବାରୁ ବଡ଼ଭାଇର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.