ପାରିବାରିକ କଳହର କରୁଣ ପରିଣତି : ବଡ ଭାଇର ପୁରା ପରିବାରକୁ ହତ୍ୟା କଲା ସାନଭାଇ
16/02/2020 at 9:25 AM

ବଣାଇ ୧୬/୨: ବଡ ଭାଇର ପୁରା ପରିବାରକୁ ହତ୍ୟା କରିଛି ସାନଭାଇ।ପାରିବାରିକ କଳହ ଯୋଗୁଁ ବଣାଇ ଥାନା ଅନ୍ତର୍ଗତ ଶିବନାଥପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ବଡ ଭାଇ, ଭାଉଜ ଓ ତାଙ୍କ ଦୁଇ ପିଲାଙ୍କୁ ଟାଙ୍ଗିଆରେ ହାଣି ଦେଇଛି ସାନ ଭାଇ। ସାନଭାଇକୁ ଅଟକ ରଖି ପୋଲିସ୍ ପଚରାଉଚରା ଚଳାଇଛି।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023