oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ସୋର: ବେଆଇନ୍‌ ପଥର ବୋଝେଇ ଟ୍ରକ ଧକ୍କାରେ ଯୁବକ ଗୁରୁତର, ରାସ୍ତା ରୋକ କଲେ ଉତ୍ତ୍ୟକ୍ତ ଲୋକେ

12/02/2021 at 10:15 AM

ସୋର୧୨/୨: ବେଆଇନ ପଥର ବୋଝେଇ ଟ୍ରକ ଧକ୍କାରେ ଯୁବକ ଗୁରୁତର। ବାଲେଶ୍ବର ସୋର ଥାନା ବାଗୁଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ବାଗୁଡି ପଥର ଖାଦାନରୁ ବେଆଇନ ଭାବେ ଚଲାଣ ହେଉଥିବା ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଇଛି। ବେଆଇନ୍  ପଥର ଚାଲାଣ ବେଳେ ଡ୍ରାଇଭର ଦ୍ରୁତଗତିରେ ଗାଡି ଚଳାଥାଆନ୍ତି। ଯାହାଫଳରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।

ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ସୋର ଥାନାରେ ଅଭିଯୋଗ କରି ଆସୁଥିଲା ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ଗୁରୁତର ବ୍ୟକ୍ତିଙ୍କ ପରିବାର ଏବଂ ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରେ ଅବରୋଧ କରିବା ସହିତ ସମସ୍ତ ପଥର ବୋଝେଇ ଟ୍ରକକୁ ଅଟକ କରିଛନ୍ତି।

   Related Posts