ଘର ପାଖରେ ଛିଡ଼ା ହୋଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | June 19, 2022 IST

କାମାକ୍ଷାନଗର, ୧୯/୦୬: ଢେଙ୍କାନାଳ କାମାକ୍ଷାନଗରରେ ବର୍ଷା ସହ ବଜ୍ରପାତ ହୋଇଛି । ଏହି ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପରଜଙ୍ଗ ଥାନା କନ୍ତୁର ଗ୍ରାମର ପ୍ରଶାନ୍ତ ସାହୁ । ସେ ଘର ନିକଟରେ ଠିଆ ହୋଇଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.