ନଦୀରେ ବୁଡ଼ି ନିଖୋଜ ହେଲେ ଯୁବକ
8/03/2023 at 6:30 PM

ଚୌଦ୍ୱାର ୦୮/୦୩: ପୁଣି ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ଅଛନ୍ତି। ସେ ହୋଲିରେ ରଙ୍ଗ ଖେଳ ସାରି ଗାଧୋଇବାକୁ ଯାଇଥିଲେ। ନିଖୋଜ ବ୍ୟକ୍ତିଙ୍କ ପରିଚୟ ସଞ୍ଜୟ ପରିଡ଼ା। ନୂଆପାଟଣା ମଧୁସୂଦନ ସେତୁ ତଳେ ଏପରି ଅଘଟଣ ଘଟିଛି। ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତ ଯୁବକଙ୍କୁ ଖୋଜିବା ଜାରି ରଖିଛନ୍ତି।
Related Posts
ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
22 March 2023