ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
8/03/2023 at 4:32 PM

ବଲାଙ୍ଗୀର ୦୮/୦୩: ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ହୋଲିରେ ରଙ୍ଗ ଖେଳି ସାରି ପୋଖରୀକୁ ଗାଧୋଇବା ବେଳେ ଏପରି ଅଘଟଣ ହୋଇଛି। ମୃତ ଯୁବକ ପରିଚୟ ରାହୁଲ ଭାଟି (୨୧)। ସେ କନ୍ଧପାଲିପଡ଼ାର ବାସିନ୍ଦା। ମୃତକଙ୍କୁ ପୋଖରୀରେ ଭାସୁଥିବା ଦେଖି ସ୍ଥାନୀୟ ଯୁବକକୁ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ ଛାନଭିନ୍ ଆରମ୍ଭ କରିଛି।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023