Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଭଦ୍ରକ ବାସୁଦେବପୁର ଅଞ୍ଚଳର ହୋଇଥିବା ସୂଚନା

12/09/2022 at 8:24 PM

କଟକ, ୧୨/୦୯: ଚହଟା ମହାନଦୀରେ ବୁଡି ଯାଇଥିବା ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା ଯୁବକ ଧନଞ୍ଜୟ ପଣ୍ଡା ବୋଲି ଜଣାପଡ଼ିଛି । ସେ ଭଦ୍ରକ ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ କଟକ ହାଇକୋର୍ଟ ନିକଟ ଭାରତମାତା ଲେନରେ ତାଙ୍କ ମାମୁଁଘର ରହୁଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣା ପଡିନାହିଁ । ଅଗ୍ନିଶମ ବାହିନୀ ଦିର୍ଘ ସମୟ ଧରି ମହାନଦୀରେ ଖୋଜା ଖୋଜି କରିବା ପରେ ଧନଞ୍ଜୟଙ୍କ ପତ୍ତା ମିଳିନାହିଁ ।

   Related Posts