ମହନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଭଦ୍ରକ ବାସୁଦେବପୁର ଅଞ୍ଚଳର ହୋଇଥିବା ସୂଚନା
12/09/2022 at 8:24 PM

କଟକ, ୧୨/୦୯: ଚହଟା ମହାନଦୀରେ ବୁଡି ଯାଇଥିବା ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା ଯୁବକ ଧନଞ୍ଜୟ ପଣ୍ଡା ବୋଲି ଜଣାପଡ଼ିଛି । ସେ ଭଦ୍ରକ ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ କଟକ ହାଇକୋର୍ଟ ନିକଟ ଭାରତମାତା ଲେନରେ ତାଙ୍କ ମାମୁଁଘର ରହୁଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣା ପଡିନାହିଁ । ଅଗ୍ନିଶମ ବାହିନୀ ଦିର୍ଘ ସମୟ ଧରି ମହାନଦୀରେ ଖୋଜା ଖୋଜି କରିବା ପରେ ଧନଞ୍ଜୟଙ୍କ ପତ୍ତା ମିଳିନାହିଁ ।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023