oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

କୋରାପୁଟରେ ନନ୍ଦନୀକଙ୍କ ସହଯୋଗରେ EZCC ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ

21/06/2021 at 8:05 PM

କୋରାପୁଟ, ୨୧/୦୬: ପୂର୍ବାଞ୍ଚଳ ଜୋନାଲ ସାଂସ୍କୃତିକ କେନ୍ଦ୍ର, ସଂସ୍କୃତି ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ମିଳିତ ପ୍ରୟାସରେ କୋରାପୁଟରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ ହୋଇଛି l ପୂଜାରୀପୁଟର ନନ୍ଦନୀକଙ୍କ ପଞ୍ଜିକୃତ କାର୍ଯ୍ୟାଳୟ ରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମକୁ ବିଶିଷ୍ଠ କବି ଶ୍ରୀ ଜଳଧର ସ୍ୱାଇଁ ଏବଂ କୋରାପୁଟର ସାହିତ୍ୟିକ ଶ୍ରୀନାରାୟଣ ପଣ୍ଡା ଉଦଘାଟନ କରିଥିଲେ l କୋରାପୁଟର ବିଶିଷ୍ଟ ଏକାଡେ଼ମିକ Dr. ଜାନ୍ସୀ  ସିଂ ଏହି କାର୍ଯ୍ୟକ୍ରମରେ ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରି ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ୱ ଏବଂ ସୁସ୍ଥ ଜୀବନ ପାଇଁ ଯୋଗର ମହତ୍ତ୍ୱ ସଂମ୍ପର୍କରେ ବର୍ଣ୍ଣନା କରିଥିଲେ l ବିଶିଷ୍ଟ ଯୋଗ ବିଶେଷଜ୍ଞ ଶ୍ରୀ ତନ୍ମୟ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଆସନ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ ଏବଂ ଏହାର ଉପଯୋଗିତା ବିଷୟରେ ବର୍ଣ୍ଣନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ନନ୍ଦନିକଙ୍କ ତରଫରୁ ଶ୍ରୀ ସୌମେନ୍ଦ୍ର ସ୍ୱାଇଁ ଏବଂ ମନିଦୀପା ଗୁପ୍ତା ସଂଯୋଜନା କରିଥିଲେ l

କୋଭିଡ୍‌ ନିୟମକୁ ବଜାଇରଖିଵା ସହ ଶାରୀରିକ ସୁସ୍ଥତା ରଖିବା ଓ ସମାଜକୁ ସୁସ୍ଥ ରଖିବା ପାଁଇ ଏହି ପ୍ରୟାସ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସୋସିଆଲ ମେଡିଆରେ ସିଧା ପ୍ରସାରଣ କରାଯାଇଥିଲା l ମିଳିତ ଜାତିସଂଘ ଜୁନ ୨୧କୁ  ଅନ୍ତର୍ଜାତୀୟ ଦିବସ ଭାବରେ ମାନ୍ୟତା ଦେଇଛି l  ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ -ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ଅନୁଯାୟୀ ସାରା ଭାରତ ବର୍ଷରେ ଏହି ଦିବସକୁ ପାଳନ କରାଯାଉଛି l      

   Related Posts