vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟାମାହା ଲଞ୍ଚକଲା କ୍ଲାସିକ ବାଇକ୍ XSR 155, କେତେ ଦାମ୍ ଜାଣନ୍ତୁ

20/08/2019 at 7:27 PM

ଥାଇଲାଣ୍ଡ୨୦|୮: ୟାମାହା ରେଟ୍ରୋ କ୍ଲାସିକ ମୋଟର ସାଇକେଲ ରେଞ୍ଜରେ ଏକ ନୂଆ ବାଇକ ଏକ୍ସଏସଆର ୧୫୫ ଲଞ୍ଚ କରିଛି। ରେଟ୍ରୋ କ୍ଲାସିକ ମୋଟର ସାଇକେଲର ଖାସ୍‌ ଫିଚର୍ସ ଓ ମଡର୍ନ ଡିଜାଇନ ପାଇଁ ବେଶ ଆଦୃତ ଲାଭ କରିଛି।

 ଏକ୍ସଏସଆର ୧୫୫ ବାଇକକୁ ଥାଇଲାଣ୍ଡରେ କମ୍ପାନୀ ଆରମ୍ଭ କରିଛି। ଏହି ବାଇକର ମୂଲ୍ୟ ୨.୧ ଲକ୍ଷ ଟଙ୍କା  ରହିଛି। ଅନ୍ତର୍ଜାତୀୟ ବଜାରରେ ଖୁବଶୀଘ୍ର ଏହି ବାଇକ ଲଞ୍ଚ ହେବାକୁ ଯାଉଛି। ଏକ୍ସଏସଆର୧୫୫,ଓ୍ବାଇଜେଡ୍‌ଏଫ୍-ଆର୧୫ଭି୩ର ପ୍ଲା୍ଟପର୍ମ​‌ ଡିଜାଇନ କରାଯାଇଛି।

ଏକ୍ସଏସଆର ୧୫୫ ବାଇକ ଡିଜାଇନ ଏମଟି୧୫ ବାଇକର ସହ ପାଖାପାଖି ସମାନ ରହିଛି। ଏହି ବାଇକର ଚେସିସ୍‌, ଇନଭର୍ଟେଡ୍ ଟେଲିସ୍କୋପିକ ଫ୍ରଣ୍ଟ ଫୋକସ, ରେୟର ମନୋସକ୍‌, ଇଞ୍ଜିନ ଓ  କମ୍ପୋନେଟ୍‌ସ ଆଟାଚ୍‌ଡ। ଏହି ବାଇକର ପିଚର୍ସ ରହିଛି, ଏବିଏସ, ଏଲାଓ ହ୍ବିଲସ୍,ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଏଲଇଡି ହ୍ୟାଣ୍ଡଲାମ୍ପସ ଓ ସ୍ଳିପର କ୍ଲଚ୍।

   Related Posts