WTC Final: କେଏସ ଭରତ ନା ଇଶାନ କିଷନ ? କେମିତି ରହିବ ଭାରତର ପ୍ଲେଇଙ୍ଗ୍ XI

ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍‌(ଡବ୍ଲ୍ୟୁଟିସି)ର ଫାଇନାଲ୍ ମ୍ୟାଚ୍‌କୁ ଆଉ କିଛି ଘଣ୍ଟା ବାକି ରହିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଲଣ୍ଡରନ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହେବ ଟାଇଟଲ୍ ମୁକାବିଲା। ଭାରତୀୟ ଦଳ ଲଗାତାର ଦ୍ଵିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି। ୨୦୨୧ ସଂସ୍କରଣର ଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। ତେଣୁ ଭାରତୀୟ ଦଳ ନିଜ ତ୍ରୁଟି ସୁଧାରି ନୂତନ ରଣନୀତି ସହ ମଇଦାନକୁ ଓହ୍ଲାଇବ। ଭାରତୀୟ ଦଳର ଚୂଡାନ୍ତ … Continue reading WTC Final: କେଏସ ଭରତ ନା ଇଶାନ କିଷନ ? କେମିତି ରହିବ ଭାରତର ପ୍ଲେଇଙ୍ଗ୍ XI