ଡାକ୍ତରଙ୍କ ଭୁଲ୍ ଚିକିତ୍ସା ପାଇଁ ଜୀବନ ସହ ସଂଗ୍ରାମ

Published By : Prameya-News7 Bureau | April 14, 2018 IST

ଗତ 27 ତାରିଖରେ ପ୍ରସବ ବେଦନା ହେବାରୁ ଡାହିସାହି ଗ୍ରାମର ଦମୟ’ୀ ନାଏକ ନୀଳଗିରି ଡାକ୍ତରଖାନାରେ ଭର୍ତି ହୋଇଥତ୍ଲେ । ସେଠାରେ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥତ୍ଲେ । ଏହା ପରେ 29 ତାରିଖ ଦିନ ସେ ଡାକ୍ତରଖାନାରୁ ନିଜ ଶ୍ବଶୁର ଘରକୁ ଚାଲି ଆସିଥତ୍ଲେ । ତା ପରେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥତ୍ଲା । ନା ସେ ବିଛଣାରୁ ଉଠିପାରିଲେ, ନା କିଛି କରିପାରିଲେ । ପରେ ତାଙ୍କୁ ଉଦଳା ଏବଂ ବାରିପଦା ଡାକ୍ତରଖାନାକୁ ଚିକିତ୍ସା ନିମ’େ ନିଆଯିବା ପରେ ସେଠାରେ ପଦାକୁ ଆସିଲା ଏକ ସାଂଘାତିକ କଥା । ଯାହାକି ପ୍ରସବ ସମୟରେ ଦମୟନ୍ତୀ ଙ୍କର ଚିକିତ୍ସାରେ କିଛି ତୃଟି ହେତୁ ତାଙ୍କର ମଳ ଏବଂ ମୂତ୍ର ତ୍ୟାଗରେ ସମସ୍ୟା ସୃଷ୍ଟି ହୋଇଛି । ଏବଂ ଯାହାଫଳରେ ସେ ଏବେ ବିଛଣାରେ ସବୁବଳେ ପଡିରହିଛ’ି । ତାଙ୍କର ପ୍ରସବ କରାଇଥତ୍ବା ଡାକ୍ତର ଭୁଲ୍ ସିଲେଇ କରିଥତ୍ବାରୁ ଆଜି ସେ ସଙ୍କଟାପନ୍ନ । ଏହି ଖବର ଜାଣିବା ପରେ ଦମୟ’ୀଙ୍କ ବାପଘର ଲୋକେ ଝିଅକୁ ଆଣି ଘରେ ରଖତ୍ଥତ୍ବା ବଳେ ତାଙ୍କୁ କଟକ ଡାକ୍ତରଖାନାକୁ ନେବାକୁ ବାରିପଦା ଡାକ୍ତର ପରାମର୍ଶ ଦେଇଛ’ି । ଅନ୍ୟପଟେ ଦମୟନ୍ତୀ ସବୁବଳେ ବିଛଣାରେ ପଡି ରହିଥତ୍ବା ବଳେ ସେହିଠାରେ ହିଁ ତାଙ୍କର ଝାଡା ପରିସ୍ରା ସବୁକିଛି ହେଉଛି । ଏପରିକି ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବାକୁ ହଲେ ପରିବାର ଲୋକେ ପିଲାକୁ ଆଣି ନିଜେ ଧରି ସ୍ତନ୍ୟପାନ କରାଉଛ’ି । ହଲେ ଦମୟ’ୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଆଉ ଝିଅର ଏଭଳି ଅବସ୍ଥା ଦେଖତ୍ ମାଆ ଭାନୁମତୀଙ୍କ ଆଖତ୍ରୁ ଲୁହ ଶୁଖୁନାହିଁ । ତବେ ଏହି ଘଟଣା ବାବଦରେ ପଚାରି ବୁଝିବାକୁ ଆମେ ନୀଳଗିରି ଡାକ୍ତରଖାନାରେ ପହଂଚିଥତ୍ବା ବଳେ ସେଠାରେ ନା ଉକ୍ତ ଡାକ୍ତରଙ୍କୁ ପାଇଥତ୍ଲୁ ନା ଉପଖଣ୍ଡ ଚିକିତ୍ସାଧତ୍କାରୀଙ୍କୁ । ତବେ ବିଭାଗୀୟ ନର୍ସ ଏହି ଘଟଣା ମିଛ ବୋଲି କହିଥତ୍ବା ବଳେ ଦମୟ’ୀଙ୍କୁ ଡାକ୍ତରଖାନା ନେଇଥତ୍ବା ଆଶା ଦିଦି ମଧ୍ୟ ସ’ୋଷଜନକ ଉତର ଦେଇପାରି ନ ଥତ୍ଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.