oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରାଧାଷ୍ଟମୀରେ ଲକ୍ଷ୍ମୀନାରାୟଣ ମନ୍ଦିରରେ ଭକ୍ତଙ୍କ ଗହଳି, ଦର୍ଶନ ସହ ବ୍ରତପୂଜା କରୁଛନ୍ତି ମହିଳା

12/11/2021 at 8:41 AM

ଖୋର୍ଦ୍ଧା ୧୨/୧୧: ଆଜି ହେଉଛି ରାଧାଷ୍ଟମୀ । ଭୋର ସମୟରେ ଖୋର୍ଦ୍ଧା ଡାକ୍ତରସାହିରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ । ଠିକ ପାଞ୍ଚଟାରେ ଲକ୍ଷ୍ମୀ ନାରାୟଣଙ୍କ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ମଙ୍ଗଳ ଆଳତୀ । କାର୍ତ୍ତିକ ମାସର ଅଂଳା ନବମୀ ଆଳତୀ ଦର୍ଶନ ପାଇଁ ମନ୍ଦିରରେ ଲାଗିଥିଲା ଭକ୍ତଙ୍କ ଭିଡ ।

ଆଜିର ଦିନରେ ମହିଳା ମାନେ ମନ୍ଦିର ପ୍ରଙ୍ଗଣରେ ଥିବା ଅଂଳା ବକ୍ଷ ମୁଳରେ ଦୀପ ଦାନ କରିବା ସହିତ ଏକତ୍ରୀତ ହୋଇ ବଟ ସୁତା ବାନ୍ଧି ମାନସିକ କରିଥାନ୍ତି । ଏହାପରେ ସମସ୍ତ ଭକ୍ତ ଆଜିର ଗୋଟିଏ ଦିନରେ ରାଧାପାଦ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ।

   Related Posts