Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୮୦ କୋଭିଡ୍ ପଜିଟିଭ୍
  • ||
  • ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଓ ୨୦ ପାଇଁ ଜାରି ହେଲେ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ଜଳେଶ୍ୱର: ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||
  • ମୟୁରଭଞ୍ଜ: ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • ବିଜେପିରେ ବଡ ଧରଣର ପରିବର୍ତ୍ତନ, ସଂସଦୀୟ ବୋର୍ଡରୁ ହଟିଲେ ଗଡକରୀ ଓ ଚୌହାନ
  • ||

ଗାଁରେ ଲଙ୍କା ବିକୁଥିବା ଝିଅର ଫଟୋ ହେଲା ଭାଇରାଲ, ଜାଣନ୍ତୁ ରହସ୍ୟ

25/05/2019 at 6:42 PM

ଗତ କିଛିଦିନ ହେଲା ଚୀନ୍‌ର ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ସୂଚନାଯୋଗ୍ୟ ଯେ, ଏହି ଯୁବତୀ ସେଠାର ବଜାରରେ ଲଙ୍କା ବିକ୍ରି କରନ୍ତି । ତେବେ ରିପୋର୍ଟ ଅନୁସାରେ ସେ ଦେଖିବା ପାଇଁ କୌଣସି ମଡେଲ୍‌ଠୁ କମ୍‌ ନୁହଁନ୍ତି।

ଏହା ବ୍ୟତୀତ ପାକିସ୍ତାନର ଜଣେ ଚା’ ବିକୁଥିବା ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇଛି। ଝିଅମାନଙ୍କ ଅନୁସାରେ ସୁପରମଡେଲ ଭଳି ଦେଖାଯାଉଥିବା ଏହି ବ୍ୟକ୍ତିଙ୍କୁ କୌଣସି ଫ୍ୟାସନ କମ୍ପାନୀ ହାୟର କରିବା ଉଚିତ୍‌। ସୂଚନାଯୋଗ୍ୟ ଯେ, ଅରସଦ ନାମକ ଏହି ବ୍ୟକ୍ତିଙ୍କୁ କିଛି ଦିନ ପରେ ଟିଭି ସୋରେ ମଧ୍ୟ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ତାଙ୍କୁ ମଡେଲିଂ ପାଇଁ ଅଫର ମଧ୍ୟ ଆସିଥିଲା।

   Related Posts