ଗାଁରେ ଲଙ୍କା ବିକୁଥିବା ଝିଅର ଫଟୋ ହେଲା ଭାଇରାଲ, ଜାଣନ୍ତୁ ରହସ୍ୟ
25/05/2019 at 6:42 PM

ଗତ କିଛିଦିନ ହେଲା ଚୀନ୍ର ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ସୂଚନାଯୋଗ୍ୟ ଯେ, ଏହି ଯୁବତୀ ସେଠାର ବଜାରରେ ଲଙ୍କା ବିକ୍ରି କରନ୍ତି । ତେବେ ରିପୋର୍ଟ ଅନୁସାରେ ସେ ଦେଖିବା ପାଇଁ କୌଣସି ମଡେଲ୍ଠୁ କମ୍ ନୁହଁନ୍ତି।
ଏହା ବ୍ୟତୀତ ପାକିସ୍ତାନର ଜଣେ ଚା’ ବିକୁଥିବା ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇଛି। ଝିଅମାନଙ୍କ ଅନୁସାରେ ସୁପରମଡେଲ ଭଳି ଦେଖାଯାଉଥିବା ଏହି ବ୍ୟକ୍ତିଙ୍କୁ କୌଣସି ଫ୍ୟାସନ କମ୍ପାନୀ ହାୟର କରିବା ଉଚିତ୍। ସୂଚନାଯୋଗ୍ୟ ଯେ, ଅରସଦ ନାମକ ଏହି ବ୍ୟକ୍ତିଙ୍କୁ କିଛି ଦିନ ପରେ ଟିଭି ସୋରେ ମଧ୍ୟ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ତାଙ୍କୁ ମଡେଲିଂ ପାଇଁ ଅଫର ମଧ୍ୟ ଆସିଥିଲା।
Related Posts
ଷ୍ଟେସନ ନିକଟରେ ଭୁସ୍ଖଳନ, ଅଟକିଛି ସମଲେଶ୍ଵରୀ ଏକ୍ସପ୍ରେସ
14 August 2022