ତେଲେଙ୍ଗାନାରେ ତିଆରି ହେଉଛି ଦୁନିଆର ପ୍ରଥମ 3D ପ୍ରିଣ୍ଟେଡ ମନ୍ଦିର, ୩୮୦୦ ବର୍ଗ ଫୁଟ ଅଞ୍ଚଳରେ ଚାଲିଛି ନିର୍ମାଣ
ନୂଆଦିଲ୍ଲୀ, ୦୧/୦୬: ତେଲେଙ୍ଗାନାରେ ତିଆରି ହେଉଛି ଦୁନିଆର ପ୍ରଥମ ୩ଡି ପ୍ରିଣ୍ଟେଡ ମନ୍ଦିର। ହାଇଦ୍ରାବାଦର ନିର୍ମାଣ କମାନି ଅପସୁଜା ଇନଫ୍ରାଟେକ୍ ଏବଂ ସିମ୍ପ୍ଲିଫୋର୍ଜ କ୍ରିଏସନ ସହାଭାଗିତାରେ ତିଆରି ହେଉଛି ଏହି ୩ଡି ମନ୍ଦିର । ୩,୮୦୦ ବର୍ଗଫୁଟ୍ ସ୍ଥାନରେ ତିଆରି ହେଉଥିବା ଏହି ମନ୍ଦିର ତିନି ଭାଗରେ ବିଭକ୍ତ। ମନ୍ଦିର ସିଦ୍ଦିପେଟର ଗୁରୁଗୁପଲ୍ଲୀରେ ଠାରେ ଥିବା ଚାରଭିଥା ମିଡୋ ନାମକ ଏକ ସୁରକ୍ଷିତ ଆବାସିକ ଅଞ୍ଚଳ ଭିତରେ ନିର୍ମାଣ କରାଯାଉଛି। ମନ୍ଦିର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଡି … Continue reading ତେଲେଙ୍ଗାନାରେ ତିଆରି ହେଉଛି ଦୁନିଆର ପ୍ରଥମ 3D ପ୍ରିଣ୍ଟେଡ ମନ୍ଦିର, ୩୮୦୦ ବର୍ଗ ଫୁଟ ଅଞ୍ଚଳରେ ଚାଲିଛି ନିର୍ମାଣ
Copy and paste this URL into your WordPress site to embed
Copy and paste this code into your site to embed