ବିଶ୍ୱର ସବୁଠାରୁ ସୁନ୍ଦର କୁକୁରର ମୃତ୍ୟୁ ; ସୋସିଆଲ ମିଡ଼ିଆରେ ଶୋକର ଛାୟା

Published By : Prameya-News7 Bureau | January 21, 2019 IST

ବିଶ୍ୱର ସବୁଠାରୁ ସୁନ୍ଦର ଏବଂ ଗୁଲୁଗୁଲିଆ କୁକୁରର ମୃତ୍ୟୁ ହୋଇଛି | କୁକୁରର ନାଁ ଥିଲା ବୁ | ବୟସ ୧୨ ବର୍ଷ | ୧୨ ବର୍ଷ ବୟସରେ ସେ ଏ ଦୁନିଆ ଛାଡି ଚାଲିଗଲା |

{"id":76572}

ଏନେଇ କୁକୁରର ମାଲିକ ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ | ଦୁଃଖ ପ୍ରକାଶ କରି ବୁର ମାଲିକ ନିଜ ଫେସବୁକ ପେଜରେ ଲେଖିଥିଲେ ଯେ, ଆଜି ସକାଳେ ବୁର ମୃତ୍ୟୁ ହୋଇଯାଇଛି ଏବଂ ସେ ନିଜ ଘନିଷ୍ଠ ବନ୍ଧୁ ବଡି ପାଖକୁ ଚାଲିଯାଇଛି |

{"id":76574}

ଏହି ପୋଷ୍ଟକୁ ଏବେ ଯାଏଁ କୋଟି କୋଟି ଲୋକେ ଦେଖି ସାରିଛନ୍ତି | ଏହି ପୋଷ୍ଟରେ ୫୪ ହଜାର କମେଣ୍ଟ ଓ ୮୭ ହଜାର ସେୟାର ହୋଇସାରିଛି |

{"id":76575}


ପାମେରୀୟାନ ପ୍ରଜାତିର ବୁର ଘନିଷ୍ଠ ବନ୍ଧୁ ବଡିର ଗତବର୍ଷ ମୃତ୍ୟୁ ହୋଇଥଲା |

{"id":76576,"width":586,"height":328}

ଏବେ ବୁ ମଧ୍ୟ ଚାଲିଗଲା | ବୁର ମାଲିକ ବୁର ଫଟୋ ଇଣ୍ଟରନେଟରେ ଅପଲୋଡ଼ କରିବା ପରେ ଇଣ୍ଟରନେଟରେ ହଲଚଲ ଖେଳିଯାଇଥିଲା |

{"id":76577}

ବୁର ମାଲିକ କହିଛନ୍ତି ଯେ, ବଡିର ମୃତ୍ୟୁ ପରେ ବୁର ମନ ଭାଙ୍ଗି ଯାଇଥିଲା | କିନ୍ତୁ ସେ ଖୁସିରେ ଥିବ ବୋଲି କହିଚାଣ୍ଟିଂ |

{"id":76578}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.