Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ସୁନ୍ଦର ହେବ ତ ଏମିତି ! ବଡ଼ ବଡ଼ ହିରୋଇନଙ୍କୁ ଦେଇଥାନ୍ତି ଟକ୍କର …

18/03/2023 at 1:17 PM

ମୁମ୍ବାଇ ୧୮।୦୩; ଦୁନିଆରେ ଅନେକ ଅଭିନେତ୍ରୀ ଅଛନ୍ତି । କିନ୍ତୁ ଏପରି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କି ସୁନ୍ଦରତାରେ ଅନେକ ବଡ ବଡ ଆକ୍ଟ୍ରେସଙ୍କୁ ଦେଇଥାନ୍ତି ଟକ୍କର । ସେମାନଙ୍କର ସୁନ୍ଦରତାରେ ସମସ୍ତେ ହୋଇଯିବେ ଘାୟଲ । ଏମାନଙ୍କ ମଧ୍ୟରେ କେତେକ ପାକିସ୍ତାନ, ଇରାନ ଏବଂ ସାଉଦିର ଅଭିନେତ୍ରୀ ଅଛନ୍ତି । ଯେଉଁମାନଙ୍କୁ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ ।

ପ୍ରଥମରେ ଅଛନ୍ତି ମନାଲ ବିଣ୍ଟ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମ୍ । ଜଣେ ଅଭିନେତ୍ରୀ ହେବା ସହ ପ୍ରସିଦ୍ଧ ରାଜନେତା ମଧ୍ୟ ଅଟନ୍ତି । ସେ ଦୁବାଇର ଶାସକ ପରିବାରର ସଦସ୍ୟ ଅଟନ୍ତି। ସେ ସୁନ୍ଦରତାରେ ଦେଇଥାନ୍ତି ସମସ୍ତଙ୍କୁ ଟକ୍କର । ଦ୍ବିତୀୟରେ ଅଛନ୍ତି ଇବକେନ୍ । ସେ ତୁର୍କୀର ଜଣେ ଦକ୍ଷ ଅଭିନେତ୍ରୀ ହେବା ସହିତ ବହୁତ ସୁନ୍ଦର ମହିଳା ମଧ୍ୟ ଅଟନ୍ତି । ଏମିତିକି ସେ ତୁର୍କୀର ସବୁଠାରୁ ହଟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଏହା ପଛକୁ ଅଛନ୍ତି ମାହିରା ଖାନ । ସେ ଜଣେ ପାକିସ୍ତାନୀ ଅଭିନେତ୍ରୀ । ମାହିରା ପାକିସ୍ତାନର ସବୁଠାରୁ ଲୋକପ୍ରିୟ ଏବଂ ଅଧିକ ଫି ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ।

ସୁନ୍ଦରତାରେ ବଡ ବଡ ଷ୍ଟାରଙ୍କୁ ମାତ୍ ଦେଉଥିବା ଅଭିନେତ୍ରୀ ହେଉଛନ୍ତି ହରା ବିଣ୍ଟ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟତୁମ୍ । ହରା ଏମିରେଟର ରାଜକୁମାରୀ ।  ସେ ଶେଖ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମଙ୍କ ଝିଅ ।ଏହା ପଛକୁ ଅଛନ୍ତି ଇଷ୍ଟର ସବୁଠାରୁ ସୁନ୍ଦର ଅଭିନେତ୍ରୀ ସାଇରିନ୍ ଅବଦେଲନୋର । ସେ ଜଣେ ସୁନ୍ଦର ସଂଗୀତଜ୍ଞ, ମଡେଲ ଏବଂ ଅଭିନେତ୍ରୀ ମଧ୍ୟ । ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍ ।  ଦୁନିଆର ସବୁଠାରୁ ସୁନ୍ଦର ମୁସଲମାନ ମହିଳାମାନଙ୍କ ମଧ୍ୟରୁ ଜଣେ ।  ସେ ଭଲ ଅଭିନେତ୍ରୀ ସହ ଜଣେ ମଡେଲ ମଧ୍ୟ ଅଟନ୍ତି ।  ଏହା ପଛକୁ ଅଛନ୍ତି ରାୱାନ୍ ବିନ୍ ହୁସେନ୍ । ସେ କୁଏତ ମଡେଲ୍ ହେବା ସହ ଜଣେ ବ୍ଲଗର୍ ମଧ୍ୟ ଅଟନ୍ତି ।

   Related Posts