ବିଶ୍ୱ ସାଇକେଲ ଦିବସରେ ସାଇକେଲ ଶୋଭାଯାତ୍ରାକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
3/06/2018 at 11:29 AM

ବିଶ୍ୱ ସାଇକେଲ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ସାଇକେଲ ଶୋଭାଯାତ୍ରାକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସାଇକେଲ ଚଲାଇବା ପ୍ରତି ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା
କଟକରୁ ଭୁବନେଶ୍ବର ପର୍ଯ୍ୟନ୍ତ ୨୫ ଜଣିଆ ଟିମ୍ର ଶୋଭାଯାତ୍ରା
କଟକ ଆନନ୍ଦଭବନରୁ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଯାଏଁ ଆସିଲେ
ପରିବେଶ ପ୍ରଦୂଷଣ ରୋକିବା ଓ ସାଇକେଲ ଚଲାଇବା ପ୍ରତି ସଚେତନତା ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ