ଭାରତକୁ ବଡ ଝଟ୍କା: ମାତ୍ର ୧ରନ୍ ଲେଖାଏଁ କରି ଆଉଟ୍ ହେଲେ ରୋହିତ ଓ କୋହଲି
10/07/2019 at 3:20 PM

ମାଞ୍ଚେଷ୍ଟର ୧୦|୭ : ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତକୁ ୨୪୦ ରନ୍ ର ଟାର୍ଗେଟ୍ ଦେଇଛନ୍ତି । ତେବେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ମଧ୍ୟ ୧ ରନ୍ କରି ଆଉଟ୍ ହୋଇଛନ୍ତି । ୩ ଓଭରରେ ଭାରତର ସ୍କୋର ରହିଛି ୨ ଓ୍ବିକେଟ୍ ରେ ମାତ୍ର ୫ ରନ୍ ।