ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ମାଷ୍ଟରକ୍ୟାଣ୍ଟିନ ଘୋଡାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ : ହେବନି ସ୍ଥାନ ପରିବର୍ତ୍ତନ, କମାଯିବ ଗୋଲେଇର ଆକାର

21/08/2021 at 1:06 PM

ଭୁବନେଶ୍ବର ୨୧।୮: ମାଷ୍ଟରକ୍ୟାଣ୍ଟିନ୍ ଘୋଡ଼ାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ଯେଉଁ ସ୍ଥାନରେ ଘୋଡ଼ା ଥିଲା ସେ ସ୍ଥାନରେ ରହିଛି । କିନ୍ତୁ ତାର ପାରିପାର୍ଶ୍ବିକ ପ୍ରତିମୂର୍ତ୍ତିଙ୍କୁ ଉଠାଯାଉଛି । ସେଠାରେ ବିଡିଏ, ସ୍ମାର୍ଟସିଟି ଲିମିଟେଡର ଅଧିକାରୀଙ୍କ ସହ ପ୍ରସିଦ୍ଧ ଶିଳ୍ପୀ ସୁଦର୍ଶନ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ସୁଦର୍ଶନ ସାହୁଙ୍କ ତତ୍ତ୍ଵାବଧାନରେ କାମ ଚାଲିଛି ।

ଘୋଡ଼ା ଥିବା ସ୍ଥାନକୁ ପରିବର୍ତ୍ତନ କରାନଯାଇ ମାଷ୍ଟରକ୍ୟାଣ୍ଟିନର ଗୋଲେଇର ଆକାରକୁ କମେଇବା ପାଇଁ ସ୍ମାର୍ଟ ସିଟି ଲିମିଟେଡ୍ ଯୋଜନା ରଖିଛି ।

   Related Posts