oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶାଗୁଆନ କାଠ ଚାଲାଣ ବେଳେ ଜବତ, ୨ଅଟକ

1/12/2019 at 9:29 AM

କଳାହାଣ୍ଡି ୦୧।୧୨: ପୋଲିସ ଭ୍ୟାନରେ ଶାଗୁଆନ କାଠ ଚାଲାଣ ବେଳେ ଜବତ କରାଯାଇଛି । କାଠ ଜବତ ସହ ଦୁଇଜଣ ଯବାନଙ୍କୁ ଅଟକ ରଖିଛି ବନ ବିଭାଗ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଆଇଆରବି-2 ବାଟାଲିଆନ ଭ୍ୟାନରେ କାଠ ଚାଲାଣ ବେଳେ ଜବତ କରିଛି ବନ ବିଭାଗ । ଭ୍ୟାନରେ ୩୪ ଖଣ୍ଡ ଶାଗୁଆନ କାଠ ଭୁବନେଶ୍ବର ଚାଲାଣ ବେଳେ ଧରିଛନ୍ତି କେସିଙ୍ଗା ବନ କର୍ମଚାରୀ । ଭ୍ୟାନରେ ଥିବା ଜଣେ କନଷ୍ଟେବଲ ଏବଂ ଦୁଇ ଜଣ ଯବାନଙ୍କୁ ଅଟକ ରଖାଯାଇଛି । ଭ୍ୟାନ ସହ କାଠକୁ ଜବତ କରିଛନ୍ତି ବନ ଅଧିକାରୀ ।

   Related Posts