ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଥାନାର ଦ୍ୱାରସ୍ଥ ହେଲେ ମହିଳା
22/07/2023 at 3:50 PM

ବିନିକା ୨୨।୭: ଯୁବକଙ୍କ ଉନ୍ମତ୍ତକାଣ୍ଡ ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା । ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା NAC ଅନ୍ତର୍ଗତ ନୂଆଁପାଲି ଗାଁରେ । ନୂଆଁପାଲି ଗାଁର ଜଣେ ଯୁବକ ପ୍ରତିଦିନ ଗାଁର ମଦ ପିଇ ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ହାତରେ ଅସ୍ତ୍ର ଧରି ଗାଁରେ ବୁଲୁଥିବା ମଧ୍ୟ ମହିଳା ମାନେ ଅଭିଯୋଗ କରିଛନ୍ତି । ତାକୁ ତୁରନ୍ତ ଗିରଫ କରିବା ପାଇଁ ଶନିବାର ମହିଳା ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
You Can Read :
Related Posts
ପୋଲିସ ପଞ୍ଝାରେ ଲୁଟେରା, ସୁନା ସହିତ ନଗଦ ଟଙ୍କା ଜବତ
28 November 2023
ଝାରପଡାରେ ବିଚାରାଧୀନ ମହିଳା କଏଦୀର ମୃତ୍ୟୁ, ବଧୂହତ୍ୟା ମାମଲାରେ ଯାଇଥିଲା ଜେଲ୍
28 November 2023