oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇତିହାସ ରଚିଲା ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ମାତ୍ ଦେଇ ସେମିରେ ପ୍ରବେଶ

2/08/2021 at 10:18 AM

ଜାପାନ ୦୨/୮: ଟୋକିଓ ଅଲିମ୍ପିକରେ ଭାରତୀୟ ମହିଳା ହକି ଟିମର ଦମଦାର ପ୍ରଦର୍ଶନ । ୧-୦ରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲର ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ । ଭାରତ ଇତିହାସରେ ପ୍ରଥମ । ପ୍ରଥମ ଥର ପାଇଁ ସେ ଭାରତୀୟ ହକି ଟିମ ଅଲିମ୍ପିକରେ ସେମିରେ ପ୍ରବେଶ କରି ଏଭଳି ଇତିହାସ ହାସଲ କରିଛି । ଗୁରୁଜିତ କୌର ଭାରତ ପାଇଁ ଏକ ଚମତ୍କାର ଗୋଲ ସ୍କୋର କରିଥିଲେ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ହକି ମ୍ୟାଚରେ କଡ୍ଡା ମୁକାବିଲା ଦେଖିବାକୁ ମିଳିଥିଲା । ଏହି କ୍ୱାର୍ଟରରେ ଅଷ୍ଟ୍ରେଲିଆ ଦଳ ଭାରି ଦେଖାଯାଉଥିଲା, କିନ୍ତୁ ଗୋଟିଏ ଗୋଲ ସ୍କୋର କରିପାରି ନଥିଲା । ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ୍‌ରେ ୧-୦ରେ ଆଗୁଆ ରହିଛି । ତେବେ ଦଳର ଏଭଳି ସଫଳତା ପାଇଁ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଶୁଭେଚ୍ଛା ଜଣାଇଛନ୍ତି ।

   Related Posts