Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ମଦ ବେପାରୀଙ୍କଠାରୁ ମଦ ଛଡାଇ ନେଇ ମଦ ବୋତଲ ଭାଙ୍ଗିଲେ ମହିଳା

23/11/2019 at 11:56 AM

କୃଷ୍ଣପ୍ରସାଦ ୨୩।୧୧:ମଦ ବେପାରୀଙ୍କଠାରୁ ମଦ ଛଡାଇ ନେଲେ ମହିଳା ସଂଘ । ଚିଲିକା ନୂଆପଡା ମହିଳା ମହାସଂଘ ମଦ ବେପାରୀଙ୍କୁ ଅଟକାଇବା ସବ ତାଙ୍କଠାରୁ ମଦ ଛଡାଇ ନେଇଯାଇଛନ୍ତି । ବେପାରୀଙ୍କଠାରୁ ୩୦ କାର୍ଟୁନ ମଦ ଛଡାଇ ନେଇଛନ୍ତି ମହିଳାମାନେ ।

ଏହାସହ ରାସ୍ତା ଉପରେ ବସି ମହିଳାମାନ ପ୍ରତିବାଦ କରିଛନ୍ତି । ରାସ୍ତା ଉପରେ ମଦ ବୋତଲ ଭାଙ୍ଗିଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା  ଦେଖାଦେଇଛି ।

   Related Posts