ଗାଁ ପଡିଆରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | March 02, 2024 IST

ଦେବଗଡ ୦୨।୦୩ : ମହିଳାଙ୍କ ମୃତଦେହ ଠାବ । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।

wp:embed {"url":"https://www.prameyanews7.com/miscreants-throws-bomb-on-a-car-standing-in-parking-police-started-investigation/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-throws-bomb-on-a-car-standing-in-parking-police-started-investigation/
/wp:embed

ଖବର ଅନୁଯାୟୀ, ରିଆମାଳ ଥାନା ମଧ୍ୟପୁର ଗାଁର ଖେଳପଡିଆ ନିକଟରେ ଜଣେ ମହିଳାଙ୍କ ମୃତଦେହ ପୋତା ଯାଇଥିବାର ଦେଖିବାକୁ ମିଳିଥିଲା । ଛେଳି ଚରାଇବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହି ମୃତଦେହକୁ ଠାବ କରିଛନ୍ତି । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ତେବେ ମହିଳାଙ୍କ ମୃତ୍ୟୁ ନେଇ କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା ପରେ ପୋତା ଯାଇଥିବା ସନ୍ଦେହ କରାଯାଇଛି ।

wp:embed {"url":"https://www.prameyanews7.com/central-armed-force-deployed-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/central-armed-force-deployed-in-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.