Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରିତ୍ୟକ୍ତ କୂଅରେ ଭାସୁଛି ମହିଳାଙ୍କ ମୃତଦେହ

12/06/2019 at 3:24 PM

କରଞ୍ଜିଆ ୧୨|୬: ପରିତ୍ୟକ୍ତ କୂଅରେ ଭାସୁଛି ମହିଳାଙ୍କ ମୃତଦେହ । ଠାକୁରମୁଣ୍ଡା ଥାନା ନିହାଳଗଣ୍ଡି ଗାଁ କୂଅରେ ଭାସୁଛି ମୃତଦେହ । ମୃତକ ହେଲେ ସେହି ଗାଁର ଝିଲି ଜେନା । ସେ ଦୁଇ ଦିନ ଧରି ନିଖୋଜ ଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts