ପରିତ୍ୟକ୍ତ କୂଅରେ ଭାସୁଛି ମହିଳାଙ୍କ ମୃତଦେହ

Published By : Prameya-News7 Bureau | June 12, 2019 IST

କରଞ୍ଜିଆ ୧୨|୬: ପରିତ୍ୟକ୍ତ କୂଅରେ ଭାସୁଛି ମହିଳାଙ୍କ ମୃତଦେହ । ଠାକୁରମୁଣ୍ଡା ଥାନା ନିହାଳଗଣ୍ଡି ଗାଁ କୂଅରେ ଭାସୁଛି ମୃତଦେହ । ମୃତକ ହେଲେ ସେହି ଗାଁର ଝିଲି ଜେନା । ସେ ଦୁଇ ଦିନ ଧରି ନିଖୋଜ ଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.