ନା ମାନେ ନାରେ ଦେଖନ୍ତୁ ଏ କଣ ମା ସ୍ନେହର ମୂଲ୍ୟ ?
11/06/2018 at 9:20 AM

ଜନ୍ମ ଦାତ୍ରୀ ମା’କୁ ଗାଁ ଦାଣ୍ଡାରେ ଗଡେଇ ତଡେଇ ପିଟିଛି ପୁଅ । ନିର୍ଦ୍ଦୟ, ନିଷ୍ଠୁର, ଅମଣିଷ-ଯେତେଯାହା କହିଲେ ବି ଏ ପୁଅ ପାଇଁ ତାହା କମ୍ ହୋଇଯିବ । ନାତୁଣୀ ବେ।ହୁକୁ ଗାଳି କରିବାରୁ ୭୦ ବର୍ଷର ମା’କୁ ଏମିତି ଶାସ୍ତି ଦେଇଛି ପୁଅ । ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ଗାଁରେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କିରଛି ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023