ନୀଳଗିରିରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | May 25, 2018 IST

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ନୀଳଗିରି ବରହମପୁର ଅନ୍ତର୍ଗତ ସରୁଚମ୍ପା ଗାଁର ଘଟଣା । ମୃତ ମହିଳା ଜଣକ ହେଲେ ରୂପାଲି । ମୃତ୍ୟୁର କାରଣ ଜଣାପଡିନି । ଖବରପାଇ ବରମପୁର ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ପେ।ଲିସ ରୂପାଲିଙ୍କ ସ୍ବାମୀ ଚନ୍ଦନକୁ ଅଟକ ରଖି ପଚରାଉଚରା କରୁଛି । ରୂପାଲି ଚନ୍ଦନକୁ ପ୍ରେମ ବିବାହ କରିଥିଲେ । ରୂପାଲିଙ୍କୁ ଶ୍ୱଶୁର ଘର ଲୋକ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବାପ ଘରକୁ ଲେ।କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.