ଲେଙ୍ଗଡ଼ା ହଟିଂରେ ମହିଳାଙ୍କ ମୃତଦେହ ଉଦ୍ଧାର : ଆତ୍ମହତ୍ୟା କରିଥିବା ଅଭିଯୋଗ କଲେ ସ୍ବାମୀ
6/07/2022 at 5:10 PM

ବଡବିଲ ୬।୭: କେନ୍ଦୁଝର ଜିଲ୍ଲା ଯୋଡ଼ା ଲେଙ୍ଗଡ଼ା ହଟିଂରେ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତକ ହେଉଛନ୍ତି ଦୀପକ ପାତ୍ରଙ୍କ ସ୍ତ୍ରୀ ସୁପୁଇ ପାତ୍ର । ଘରେ ପରିବାର ଲୋକେ ଶୋଇଥିବା ବେଳେ ବୁଧବାର ଭୋର ସମୟରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ବାମୀ ଦୀପକ ସୂଚନା ଦେଇଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୋଡ଼ା ପୋଲିସ ତଦନ୍ତ ଜାରି ରଖିଛି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022