ଅସହ୍ୟ ହେଲା ୠଣଦାତାଙ୍କ ଅତ୍ୟାଚାର, କୀଟନାଶକ ପିଇଦେଲେ ମହିଳା : କିଛି ଦିନ ପରେ ମିଳିଲା ସୁଇସାଇଡ୍ ନୋଟ୍

ଖଲ୍ଲିକୋଟ ୫।୮: ମୋ ମୃତ୍ୟୁ ପାଇଁ ବାପଘର କିମ୍ବା ଶାଶୁଘର ଲୋକେ ଦାୟୀ ନୁହନ୍ତି, ମୋର ଆତ୍ମହତ୍ୟା ପାଇଁ ଦାଣ୍ଡ ଲୋକ ଦାୟୀ । ଦାଣ୍ଡ ଲୋକ ଟଙ୍କା ପଇସା ପାଇଁ ମୁଁ ମରିବାକୁ ଯାଉଛି । ଏହିଭଳି ଏକ କାଗଜରେ ଲେଖି ଛତ୍ରପୁର ଥାନା ଅଧିନ ବିଦ୍ୟାଧରନଗର ବାସିନ୍ଦା ବିଜୟ ମହାରଣାଙ୍କ ସ୍ତ୍ରୀ ପାର୍ବତୀ ମହାରଣା । କିଛି ଦିନ ତଳେ ସେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିଲେ । ପରେ ଘଟଣାର ସତ୍ୟତା … Continue reading ଅସହ୍ୟ ହେଲା ୠଣଦାତାଙ୍କ ଅତ୍ୟାଚାର, କୀଟନାଶକ ପିଇଦେଲେ ମହିଳା : କିଛି ଦିନ ପରେ ମିଳିଲା ସୁଇସାଇଡ୍ ନୋଟ୍