ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
27/05/2018 at 8:12 AM

ଭବାନୀପାଟଣା ମନ୍ଦାରବଗିଚାପଡାରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ମୃତକ ମହିଳା ହେଉଛନ୍ତି ମନ୍ଦାରବଗିଚାପଡାର ରାସେଶ୍ବରୀ ନାୟକ | ବାପଘର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି | ତେବେ ଘଟଣାସ୍ଥଳରେ ଭବାନୀପାଟଣା ପୋଲିସର ପହଂଚି ତଦନ୍ତ ଆରମ୍ଭ କରିଛି |