ଅଭାବନୀୟ : ରାସ୍ତାକଡ଼ରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା
3/05/2018 at 10:54 AM

ଅଭାବନୀୟ : ରାସ୍ତାକଡ଼ରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା
କଲ୍ୟାଣସିଂହପୁର ବ୍ଲକ ଟମକଷିଲା ଗାଁର ଘଟଣା
ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ
ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ରାସ୍ତାରେ ପ୍ରସବ କଲେ ମହିଳା
ବର୍ତମାନ ମା ଓ ଶିଶୁ ସୁସ୍ଥ ଅଛନ୍ତି