ଝିଅକୁ ବଞ୍ଚାଇବାକୁ ଯାଇ ଜୀବନ ଦେଲା ମା
2/06/2018 at 1:05 PM

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବାଗଗଡା ଗାଁରେ ଅଘଟଣ | ବିଦ୍ୟୁତ ଆଘାତରୁ ୫ ବର୍ଷର ଝିଅକୁ ରକ୍ଷା କରିବାକୁ ଯାଇ ମା ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି | ମୃତ ମହିଳାଙ୍କ ନାମ ରସ ମାଝୀ | ତେବେ କୁନି ଝିଅଟି ଅଳ୍ପକେ ବର୍ତ୍ତୀ ଯାଇଛି |
Related Posts
ବାଇକ୍ ଭିତରୁ ଆଠ ଫୁଟ୍ ଲମ୍ୱର ଅଜଗର ସାପ ଉଦ୍ଧାର
5 July 2022