oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇବ୍ ନଦୀରେ ଥିବା ପମ୍ପ୍‌ରେ ଫଶି ମହିଳାଙ୍କ ମୃତ୍ୟୁ

3/01/2020 at 2:40 PM

ସୁନ୍ଦରଗଡ ୩।୧: ସୁନ୍ଦରଗଡ ରାଣୀ ବଗିଚା ଇବ୍ ନଦୀରେ ଥିବା ଜଳ ଉତ୍ତୋଳନ କେନ୍ଦ୍ର ପାଖରେ ଗାଧୋଇବା ସମୟରେ ପମ୍ପରେ ଫଶି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାଣୀ ବଗିଚାର ଖଢିଆପଡାର ସୀମା ସୁରେନେ । ତାଙ୍କ ବୟସ ୩୬ ବର୍ଷ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି ।

   Related Posts